ଏପ୍ରିଲ ୨୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବ। ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏପ୍ରିଲ ୨୦ ତାରିଖ‌ ସକାଳ ୭ଟା ବାଜି ୪ମିନିଟରୁ ମଧାହ୍ନ ୧୨ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏହି ସୂର୍ଯ୍ୟପରାଗକୁ ଭାରତରେ ଦେଖିବାକୁ ମିଳିବ ନାହିଁ। ଅଷ୍ଟ୍ରେଲିଆ, ହିନ୍ଦ ମହାସାଗର, ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର ଓ ପୂର୍ବ … Continue reading ଏପ୍ରିଲ ୨୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ